Duration 1:10

ସରକାରୀ ଅଫିସ ରେ ମଦ୍ୟପାନ | kendrapara | odisha news | patakura | latest news | khabar2daynews

15 watched
0
0
Published 31 Jul 2023

ପାଟକୁରା ଗରଦପୁର ପୁଣ୍ଡାଳ ସ୍ଥିତ ପୁଣ୍ଡାଳ ନର୍ଥ ଇରିଗେସନ ସବଡ଼ିଭିଜନ JE ଅଶୋକ କୁମାର ସାହୁ ମାର୍ଶାଘାଇ ଡ୍ରେନଜ ବିଭାଗ ରାଜେନ୍ଦ୍ର ବରିହା ସରକାରୀ କାର୍ଯ୍ୟଳରେ ଅର୍ଦ୍ଧନଗ୍ନ ଅବସ୍ଥାରେ ମଧ୍ୟପାନ କରୁଥିବା ର ଦୃଶ୍ୟ ସାମ୍ନା କୁ ଆସିଛି , ଭିଡିଓ ସାମ୍ନା କୁ ଆସିଲା ପରେ ଏବେ ନିଜ ଭିତରେ JE ପରସ୍ପର କାଦୁଅ ଫିକାଫିଙ୍ଗି ହେଉଛନ୍ତି, ଏହି ଘଟଣା ପରେ ଜିଲ୍ଲାପାଳ ଏହାର କାର୍ଯ୍ୟଅନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି,ସରକାରୀ କାର୍ଯ୍ୟାଳୟ ରେ ଖୁଲମଖୁଲା ମଦ୍ୟ ପାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କାରିଛି #khabar2daynews #odishanews #breakingnews #latestnews #kendraparanews #patkura Khabar 2day is one of the Odisha's leading 24x7 web channel covering the latest news , current affairs , Entertainment and Spiritual matters. Keep Watching...

Category

Show more

Comments - 0